Address: | RANGUNI BANDHA STREET 2nd LANE, NEAR UTKAL CINEMA JUNCTION |
Sir,
ମୁଁ ଭରତ ମହାପାତ୍ର consumer no[protected], ଆଜିକି ଦେଢ ବର୍ଷ ହେଲା ମିଟର jump ହେଉଛି। 2021 complain କରିଥିଲି ଏବଂ 07/03/2022 ତାରିଖରେ testing ପାଇଁ meter ବସେଇଲେ I 07/03/2022 ତାରିଖ ଠାରୁ 16/03/2022 INSTALLATION meter ରେ 39 unit ଏବଂ old meter ରେ reading 108 show କରୁଛି I Parallel Meter ବସେଇବା ପାଇଁ 23/03/2022 mail S॰D॰O ଙ୍କୁ mail forward କରାଯାଇଛି I
23/03/2022 ଠାରୁ 25/04/2022 ଆଜି ପର୍ଯ୍ୟନ୍ତ ବହୁତ ବାର complain କରାଯାଇଛି I meter change କରିବା ପାଇଁ ଆଜି ପର୍ଯ୍ୟନ୍ତ kehibi staff ଆସିନାହାନ୍ତି I ପ୍ରତି ମାସରେ bill ଅଧିକ bill ଆସୁଛି I
ବିନୀତ ଅନୁରୋଧ ଯେ ଅତି ଶୀଘ୍ର meter ଟିକୁ change କରିଦେଲେ ମୁଁ ବିଶେଷ ଉପକୃତ ହେବି I
"ଇତି"
ଆପଣଙ୍କ ଅତି ବିଶ୍ଵସ୍ଥ
BHARATA ମହାପାତ୍ର Was this information helpful? |
Post your Comment